ଫ୍ରି
ବିଶେଷଣ (ବୈଦେଶିକ) ସମ୍ପାଦନା
- ଶୁକ୍ତ; ଛାଡ଼ ପାଇଥିବା
- ମାଗଣା
- ଯେଉଁ ବାଳକକୁ ସ୍କୁଲରେ ଦରମା ଛାଡ଼ ଦିଆଯାଇ ଥାଏ
- ଯେଉଁ ସ୍କୁଲ ବା ଡାକ୍ତରଖାନାରେ ଛାତ୍ରଙ୍କୁ ବା ରୋଗୀଙ୍କୁ ବିନା ଖରଚରେ ସେବା କରାଯାଏଫ୍ରି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ବୈଦେଶିକ - ବିଶେଷଣ - (ଇଂ) ସମ୍ପାଦନା
- ୧. ଯୁକ୍ତ; ଛାଡ଼ ପାଇଥିବା — ୧. Free.
- ୨. ମାଗଣା —୨. Gratuitous.
- ୩. ଯେଉଁ ବାଳକକୁ ସ୍କୁଲରେ ଦରମା ଛାଡ଼ ଦିଆଯାଇ ଥାଏ —୩. (a student) Who is allowed to stydy without paying tuition fees.
- ୪. ଯେଉଁ ସ୍କୁଲ ବା ଡା଼କ୍ତରଖାନାରେ ଛାତ୍ରଙ୍କୁ ବା ରୋଗୀଙ୍କୁ ବିନା ଖରଚରେ ସେବା କରଯାଏ —୪. Free (school or dispensary)