ଫ୍ରି
ବିଶେଷଣ (ବୈଦେଶିକ)
ସମ୍ପାଦନା- ଶୁକ୍ତ; ଛାଡ଼ ପାଇଥିବା
- ମାଗଣା
- ଯେଉଁ ବାଳକକୁ ସ୍କୁଲରେ ଦରମା ଛାଡ଼ ଦିଆଯାଇ ଥାଏ
- ଯେଉଁ ସ୍କୁଲ ବା ଡାକ୍ତରଖାନାରେ ଛାତ୍ରଙ୍କୁ ବା ରୋଗୀଙ୍କୁ ବିନା ଖରଚରେ ସେବା କରାଯାଏଫ୍ରି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷଣ - (ଇଂ)
ସମ୍ପାଦନା- ୧. ଯୁକ୍ତ; ଛାଡ଼ ପାଇଥିବା — ୧. Free.
- ୨. ମାଗଣା —୨. Gratuitous.
- ୩. ଯେଉଁ ବାଳକକୁ ସ୍କୁଲରେ ଦରମା ଛାଡ଼ ଦିଆଯାଇ ଥାଏ —୩. (a student) Who is allowed to stydy without paying tuition fees.
- ୪. ଯେଉଁ ସ୍କୁଲ ବା ଡା଼କ୍ତରଖାନାରେ ଛାତ୍ରଙ୍କୁ ବା ରୋଗୀଙ୍କୁ ବିନା ଖରଚରେ ସେବା କରଯାଏ —୪. Free (school or dispensary)