ଫେର୍ ଫେରୁଆ
ସୁନା ବା ରୂପାର ତାରକସି କାମରେ କେତେକ ଖୋଲା ସ୍ଥାନକୁ ପୂରଣ କରିବା ଲାଗି ତାରକୁ ପରସ୍ତକୁ ପରସ୍ତ ଗୁଡ଼େଇ ସେହି ଖୋଲା ସ୍ଥାନରେ ଦିଆଯିବା କୁଣ୍ଡଳ — Coils of wripe put into blank spaces in a gold or sliver filagree work.