ଫେର୍ ଫେରିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ) ସମ୍ପାଦନା

ସୁନା ବା ରୂପାର ତାରକସି କାମରେ କେତେକ ଖୋଲା ସ୍ଥାନକୁ ପୂରଣ କରିବା ଲାଗି ତାରକୁ ପରସ୍ତକୁ ପରସ୍ତ ଗୁଡ଼େଇ ସେହି ଖୋଲା ସ୍ଥାନରେ ଦିଆଯିବା କୁଣ୍ଡଳ — Coils of wripe put into blank spaces in a gold or sliver filagree work.