ଫୁଲ ପିତା ଯିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଫୁଲପିତା ଯିବା—ଅନ୍ୟରୂପ)

  • (file)

ପ୍ରାଦେଶିକ - (ଯାଜପୁର) କ୍ରି. ସମ୍ପାଦନା

(କନ୍ୟା) ପହିଲି ପାଳି (ଭାର ଘେନି) ଶାଶୁଘରକୁ ଯାଇ ତେଣୁ ଫେରି ଦ୍ୱିତୀୟ ଥର ଶାଶୁଘରକୁ ଯିବା; ଦୁଆଁପାଳି ଯିବା —(a girl) To go to her father-in-law's house for the second time.