ଫୁଲ ପଇଞ୍ଚି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ) (ସଂସ୍କୃତ - ଫୁଲ୍ଲ+ପ୍ରକୋଷ୍ଠ— ବଳୟ) ସମ୍ପାଦନା

ହାତରେ ପିନ୍ଧାଯିବା ରୂପା ବା ସୁନାର ଅଳଙ୍କାରବିଶେଷ —A kind of silver or gold ornament for the wrist, ornamented with floral designs.