ଶବ୍ଦାର୍ଥ:

କ୍ରିୟା ( ଦେଶଜ ) [୧] ସମ୍ପାଦନା

  • ଅଭିମାନ କରିବା
  • ଗର୍ବିତହେବା; ଗର୍ବସୀନ ହେବା
  • ଦେଖେଇହେବା
  • ଆତ୍ମବଡିମା ପ୍ରକାଶକରିବା

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୫୨୫୩

ଫୁଲେଇ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଅଭିମାନ କରିବା —୧. To become senstitive; to become sullen.
୨. ଗର୍ବିତ ହେବା; ଗର୍ବସ୍ଫୀତ ହେବା — ୨. To become proud; to be puffed up with pride.
୩. ଦେଖେଇ ହେବା — ୩. To make a show; to assume airs.
୪. ଆତ୍ମବଡ଼ିମା ପ୍ରକାଶ କରିବା — ୪. To become boastful of one's praise.