ଫୁଲିବା
ଫୁଲିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି.—(ସଂସ୍କୃତ - ସ୍ଫାୟ ଧାତୁ)
ସମ୍ପାଦନା- ୧. ସ୍ଫୀତ ଦେବା — ୧. To be swollen; to swell.
- ୨. ମୋଟା ହେବା —୨. To become large of fat.
- ୩. ଗର୍ବସ୍ଫୀତ ହେବା; ଅତି ଗର୍ବିତ ହେବା — ୩. To become very pound or arrogant.
ଫୁଲୁଅଛୁଁ କେତେ ଦେଖାଇ ନିରତେ ଇନ୍ଦ୍ର କୋଦଣ୍ଡ ଖଣ୍ଡକୁ କବିସୂର୍ଯ୍ୟ ସଙ୍ଗୀତ
(ଫୁଲିଯିବା—ଅନ୍ୟରୂପ)
- ୪. (ଗର୍ବ, ମଦ, ରାଗ ବା ଆନନ୍ଦରେ) ଉଲ୍ଲସିତ ବା ଉତ୍ଫୁଲ୍ଲ୍ ହେବା —୧. To be overjoyed. to start up (as with anger or joy.)
ଫୁଲିଲେ ମୁଁ ଚାଟୁ ଶୁଣି ମଦରେ କବିସୂର୍ଯ୍ୟ. ରତ୍ନାକର ଚମ୍ପୂ. ଫ. ଗୀତ