ଫୁଲିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ଅନ୍ୟ ପୁଷ୍ପବାଚକ ଶବ୍ଦ ସଙ୍ଗେ ଯୁକ୍ତ) ସମ୍ପାଦନା

୧. ଅମୁକ ଫୁଲ ପରି —୧. Like such and such flower.

(ଯଥା—କଦମ୍ୱ ଫୁଲିଆ, ଓଉ ଫୁଲିଆ ଇତ୍ୟାଦି)

୨. ପୁଷ୍ପପ୍ରିୟ —୨. Liking flowers; taking a fancy to flowers.

(ଯଥା—କିଆ ଫୁଲିଆ ରସିକ, କଖାରୁ ଫୁଲିଆ ରସିକ)

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ) ସମ୍ପାଦନା

୧. ଭାତ —୧. Boiled rice.
୨. ଚିଲିକାର ଏକପ୍ରକାର କଙ୍କଡ଼ା — ୨. A kind of crab of the Chilikā lake.