ଫୁଲା ଫାଙ୍କିଆ
ବିଶେଷଣ (ଦେଶଜ)
ସମ୍ପାଦନା- ଗର୍ବିତ
- ପୋଲାଫାଙ୍କିଆ; ଯେ ପର ଉପରେ ପଡି ଚଳେ; ପରର ଗଳଗ୍ରହ
- ଦାୟିତ୍ଵଜ୍ଞାନଶୂନ୍ୟ
- ଚିନ୍ତାଶୂନ୍ୟଫୁଲା ଫାଙ୍କିଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଫୁଲା ଫାଙ୍କିଆ
|
ଫୁଲା ପ[ଫା] ଖିଆ—ଅନ୍ୟରୂପ)
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଗର୍ବିତ —୧. Proud.
- ୨. ଗର୍ବସ୍ଫୀତ —୨. Inflated with pride.
- ୩. ପୋଲାଫାଙ୍କିଆ; ଯେ ପର ଉପରେ ପଡ଼ି ଚଳେ; ପରର ଗଳଗ୍ରହ —୩. A today; hanger-on
- ୪. ଦାୟିତ୍ୱଜ୍ଞାନଶୂନ୍ୟ —୪. Irresponsible devoid of any sense of responsibilty.
- ୫. ଚିନ୍ତାଶୂନ୍ୟ —୫. Free from anxiety or care.