ଫୁଲା
ଫୁଲା
ଉଚ୍ଚାରଣ
ସମ୍ପାଦନା(ଫୁଲା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା=== ଦେଶଜ - ବି—(ସଂସ୍କୃତ - ସ୍ଫାୟ. ଧାତୁ)
- ୧. ସ୍ଫୀତି —୧. Swelling. inflation.
ତିଳ ସୁନାମସ ନାସାଫୁଲ—କବିସୂର୍ଯ୍ୟ. ସଙ୍ଗୀତ
- ୨. ଶୋଥ; ଆଧ୍ମାନ —୨. Plethora; dropsy.
- ୩. ଚକ୍ଷୁରୋଗବିଶେଷ; ଆକ୍ଷିର କଳା ଡୋଳାରେ ମାଡ଼ିବା ପରଳ —୩. Pearl on the eye.
- ୪. ବେଙ୍ଗ ଗର୍ଭରୁ ଜାତ ବୁଦ୍ୱୁ ଦମୟ ଫେଣ; ବେଙ୍ଗଫୁଲା — ୪. Frong-spittle; frong spit.
[ଦ୍ରଷ୍ଟବ୍ୟ —ଏଥିରୁ ବେଙ୍ଗଛୁଆ ଜନ୍ମନ୍ତି]
ଅନୁବାଦ
ସମ୍ପାଦନା- ୫. ଲାଙ୍ଗୁଡ଼ ଯୁକ୍ତ ବେଙ୍ଗ ଛୁଆ — The young ones of frog, with long tails
- ୬. ପାଣିରେ ସିଝାଯାଇ ଫୁଲିଥିବା ବଡ଼ି ତିଅଣ; ବଡ଼ି ଫୁଲା — ୬. Dried lentil-paste-balls boiled in water and used as curry.
ଅନୁବାଦ
ସମ୍ପାଦନାଫୁଲା
|
ବିଶେଷଣ -
ସମ୍ପାଦନା- ୧. ଫୁଲିଥିବା; ସ୍ଫୀତ —୧. Bloated; swollen; inflated; puffed up.
- ୨. ଗର୍ବ ସ୍ଫୀତ —୨. Bloated or swollen with pride.
ଫୁଲା ମନମଥ ଗୁଲାମରୁ ମୋର ଏଣିକି ଆଉ କି ଡରରେ କବିସୂର୍ଯ୍ୟ. ସଙ୍ଗୀତ
ପ୍ରାଦେଶିକ - (ବସ୍ତର) ବିଶେଷ୍ୟ -
ସମ୍ପାଦନାବଥ —Boil.