ଫୁଙ୍ଗୁଳା ରଖିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

ଖୋଲା ରଖିବା (ଦେଖ) -

ବଅଣା, ବଇ (ହି)ନା ରଖିବା ===

ଦେଶଜ - କ୍ରିୟାପଦ - ସମ୍ପାଦନା

ବିକ୍ରେୟ ବସ୍ତୁର ଚୁକ୍ତି ହୋଇଥିବା ବା ସ୍ଥିରୀକୃତ ମୂଲ୍ୟ ବାବତକୁ ଆଗତୁରା କିଛି ଅଂଶ (ବିକ୍ରେତା) କ୍ରେତାଠାରୁ ଗ୍ରହଣ କରିବା