ଫୁଙ୍କ ନଳିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଫୁଙ୍କୁନଳିଆ—ଅନ୍ୟରୂପ)

  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - ସମ୍ପାଦନା

ପୁରୀ ଜିଲ୍ଲା ରାହାଙ୍ଗ ବ୍ରାହ୍ମଣ ଶାସନର କୁଳୀନ ବ୍ରାହ୍ମଣମାନଙ୍କର ବିଶିଷ୍ଟତାପରିଚାୟକ ସଂଜ୍ଞାବିଶେଷ —A distinctive title of certain high caste Brāhmaṇas of Puri destrict.