ଫିରିଫିରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

=== ଦେଶଜ - ବିଶେଷଣ - (ଧ୍ୱନ୍ୟନୁକରଣ)

ଝିପିଝିପି; ଅତି ସାମାନ୍ୟ (ବରଷା) —Drizzling (rain).

ଫିରି ଫିରି ବରଷା କରି ପ୍ରଜା ଚାଷ କରି ନ ପାରି ଜଗନ୍ନାଥ. ଭାଗବତ

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

କଙ୍କି —Dragon fly.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

କର୍ଣ୍ଣାଳହ୍କାରବିଶେଷ; ଫିରିଫିରା — A kind of ear ring.