ଫିରିଫିରି
ଫିରିଫିରି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଫିରିଫିରି
|
=== ଦେଶଜ - ବିଶେଷଣ - (ଧ୍ୱନ୍ୟନୁକରଣ)
ଝିପିଝିପି; ଅତି ସାମାନ୍ୟ (ବରଷା) —Drizzling (rain).
ଫିରି ଫିରି ବରଷା କରି ପ୍ରଜା ଚାଷ କରି ନ ପାରି ଜଗନ୍ନାଥ. ଭାଗବତ
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାକଙ୍କି —Dragon fly.
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
ସମ୍ପାଦନାକର୍ଣ୍ଣାଳହ୍କାରବିଶେଷ; ଫିରିଫିରା — A kind of ear ring.