ଫିକରବାଜ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଫିକରଦାର, ଫିକରବନ୍ତ, ଫିକରିଆ, ଫିକରବାଲାଅନ୍ୟରୂପ

ବୈଦେଶିକ - ବିଶେଷଣ - (ଆରବୀ - ଫିକର୍ମନ୍ଦ୍; ଫିକରବାଲା) ସମ୍ପାଦନା

୧. ଫନ୍ଦିବାଜ୍; କୋଶଳୀ; ଉପାୟକୁଶଳ — ୧. Resourceful; strategic.
୨. ଯୋଗଡ଼ିଆ; ଉଦ୍ୟମୀ — ୨. Active.
୩. ଉପସ୍ଥିତ ବୁଦ୍ଧିଯୁକ୍ତ — ୩. Tactful; having presence of mind.