ଫାହିଆନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଚୀନଦେଶୀୟ ନାମ) ସମ୍ପାଦନା

ଖ୍ରୀଷ୍ଟୟ ୪ର୍ଥ ଶତାବ୍ଦୀରେ ଭାରତକୁ ଆସିଥିବା ଜନୈକ ଚୀନଦେଶୀୟ ପର୍ଯ୍ୟଟକ — Name of a chinese traveller who visited India in the ୪th century A. D.

[ ଦ୍ର—ଏହାଙ୍କର ପ୍ରକୃତ ନାମ କାଂ ଚୀନଦେଶରେ ସର୍ବ— ପ୍ରଥମେ ଖ୍ରୀ. ୬୭: ସାଲରେ ଭାରତରୁ ଯାଇଥିବା ପ୍ରଚାରକଙ୍କଦ୍ୱାରା ବୈଦ୍ଧଧର୍ମ ପ୍ରଚାରିତ ହୋଇଥିଲା ଫାହିଆନ୍ ଭରତକୁ ଆସିଥିବା ପ୍ରଥମ ଚୈନିକ ପରିବ୍ରାଜକ ଏ ଖ୍ରୀ ୩୯୯: ସାଲଠାରୁ ୪୧୪: ପର୍ଯ୍ୟନ୍ତ ଭାରତରେ ବାସ କରି ଭାରତର ତଦାନୀନ୍ତନ ରୀତି, ନୀତି, ଧର୍ମ ପ୍ରଭୃତି ପର୍ଯ୍ୟାଲୋକନା କରି ଫୋକୋକି ନାମକ ଗ୍ରନ୍ଥ ରଚନା କରିଥିଲେ ]