ଫାରମ ଗୁଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଇଂରାଜୀ - ଫାର୍ମ+ ସଂସ୍କୃତ - ଗୁଡ଼) ସମ୍ପାଦନା

ସରକାରଙ୍କ ଆଦର୍ଶ କୃଷିକ୍ଷେତ୍ରରେ ଉତ୍କୃଷ୍ଟ ପ୍ରଣାଳୀରେ ପ୍ରସ୍ତୁତ ହେବା ଗୁଡ଼ —Excellent molasses manufactured in Government agricultural farms.

[ଦ୍ରଷ୍ଟବ୍ୟ —ଏ ଦେଶରେ ପ୍ରଚଳିତ ପୂର୍ବ ରୀତିରେ ପ୍ରସ୍ତୂତ ଗୁଡ଼ ଅପେକ୍ଷା ଫାରମ ନିର୍ମଳ, ସ୍ୱଚ୍ଛତର ଓ ଉତ୍କୃଷ୍ଟ ଅଟେ]