ଫାମ୍ପିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(ସଂସ୍କୃତ - ସ୍ଫାୟ. ଧାତୁ=ଫୁଲିବା) ସମ୍ପାଦନା

୧. ଫୁଲି ଉଠିବା —୧. To become swollen or bloated.
୨. ଫୁଲାଇବା; ଫମ୍ପେଇବା — ୨. To cause to swell; to inflate.