ଫାଙ୍କା
ବିଶେଷଣ (ଦେଶଜ) ସମ୍ପାଦନା
- ଛଳନାପୂର୍ଣ୍ଣ
- ମାୟାପୂର୍ଣ୍ଣ
- ଖୋଲା; ଅନାବୃତ; ଉନ୍ମୁକ୍ତ
- ମିଥ୍ୟା
- ଅସାର
- ଖାଲି; ଶୂନ୍ୟଫାଙ୍କା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷଣ - ସମ୍ପାଦନା
- ୧. ଛଳନାପୂର୍ଣ୍ଣ — ୧. Fraudulent.
- ୨. ମାୟା ପୂର୍ଣ୍ଣ —୨. Illusory.
- ୩. ଖୋଲା; ଅନାବୃତ; ଉନ୍ମୁକ୍ତ —୩. Open.
- ୪. ମିମ୍ଥ୍ୟା —୪. False.
- ୫. ଅସାର —୫. Unsubstanital.
- ୬. ଖାଲି; ଶୂନ୍ୟ —୬. Empty.