ଫଳ ଭୁମି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଫଳ+ଭୂମି) ସମ୍ପାଦନା

୧. କର୍ମଫଳ ଭୋଗର ସ୍ଥାନ —୧. The place where a man experiences the result of one's action.
୨. ଭାରତବର୍ଷ (ଜ୍ଞାନେନ୍ଦ୍ର) —୨. India.