ଫଳ ପାକାନ୍ତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଫଳ+ପାକ=ପାଚିବା+ଅନ୍ତ=ମୃତ୍ୟୁ) ସମ୍ପାଦନା

ଫଳ ପାଚିଲେ ଯେଉଁସବୁ ଗଛ ମରିଯାଏ; ଓଷଧି —Annual plants.

[ଦ୍ରଷ୍ଟବ୍ୟ —ଧାନ, କଦଳୀ, ବାଉଁଶ ପ୍ରଭୃତିରେ ଫଳ ପାଚିଲେ ସେ ସବୁ ଗଛ ମରିଯାଏ]