ଫଳ କାମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଫଳକାମୀ—ଅନ୍ୟରୂପ)

(ଫଳକାମା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଫଳ+କମ୍ ଧାତୁ ଣିଜନ୍ତି କାମି ଧାତୁ+ କର୍ତ୍ତୃ. ଅ) ସମ୍ପାଦନା

ବିହିତ କର୍ମର ଫଳ କାମନାଯୁକ୍ତ; ଫଳ ପାଇବାକୁ ଇଚ୍ଛୁକ (ବ୍ୟକ୍ତି) — Desirous of the fruit of one's action.