ଫଳି
ଫଳି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଫଳ+ଧାତୁ+ଇ)
ସମ୍ପାଦନାମଧୁର ପାଣିରେ ରହିବା ଏକ ପ୍ରକାର ଚଟକା ନାତିବୃହତ୍ ମାଛ — A kind of flat fresh water fish; Notopterus Kapirat.
[ଦ୍ରଷ୍ଟବ୍ୟ —ଏହା ଶକଳୀ ମତ୍ସ୍ୟ ଏହାର ଗଠନ ଚିତଳ ପରି ଚେପା କିନ୍ତୁ ଛୋଟ ଲମ୍ୱାରେ ଏକ ହାତରୁ ବଡ଼ ଫଳି ଦେଖା ଯାଏ ନାହିଁ]
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଫଳକ)
ସମ୍ପାଦନାଶଗଡ଼ ବା ନିଶୁଣିର ଦୁଇ ଦଣ୍ଡାକୁ ଯୋଗ କରିଥିବା ପଟା ଖଣ୍ଡମାନ —The plates joining the two shafts or beams of a bullock cart or the ୨ arms of a ladder.