ଫଳା
ଫଳା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଫଳା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫଳ; ଫଳକ ସମ୍ପାଦନା
- ୧. ବ୍ୟଞ୍ଜନ ବର୍ଣ୍ଣରେ ଅନ୍ୟ ବ୍ୟଞ୍ଜନ ବର୍ଣ୍ଣ ସଂଯୁକ୍ତ ହେବାର ଆକୃତି; ଅସଲ ଅକ୍ଷରରେ ଯୁକ୍ତ ହେବା ବ୍ୟଞ୍ଜନ ବର୍ଣ୍ଣର ଚିହ୍ନ — ୧. The sign added to a letter to make a dipthong or compound consonant.
[ଦ୍ରଷ୍ଟବ୍ୟ —ଯଥା—ମ ଫଳା,ର ଫଳା; ଓଡ଼ିଶାରେ ୧୭: ଗୋଟି ଫଳା— ଯୁକ୍ତ ବନା ଅଛି ଏହାକୁ ପିଲାମାନେ ବର୍ଣ୍ଣପରିଚୟ ପରେ ଶିଖନ୍ତି (ସତର ଫଳା ଦେଖ) ବ୍ୟଞ୍ଜନ ବର୍ଣ୍ଣରେ ଆ, ଇ ଆଦି ସ୍ୱରବର୍ଣ୍ଣ ଯୁକ୍ତ ହେବା ଚିହ୍ନକୁ ମାତ୍ରା ବୋଲାଯାଏ]
- ୨. (ସଂସ୍କୃତ - ଫଳକ) ଶରାଗ୍ର —୨. The head of an arrow
- ୩. ଫରି; ଢାଲ —୩. Shield.
- ୪. ଶସ୍ତ୍ରାଦିର ସୂକ୍ଷ୍ମ ମୁଖ —୪. The fine edge of a weapon.
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. (ପାନବରଜୀ ଭାଷା) ପାନ ଲତାର ଗଣ୍ଠି ମାନଙ୍କରୁ ବାହାରିବା ଶାଖ —୧. The branch or secondary shoot of a betal creeper.
- ୨. ଫଲା (ଦେଖ) - —୨. Phaḻā (See)