ଫଳତ୍ରୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

(ବୈଦ୍ୟକ) ତ୍ରିଫଳା; ହରିଡ଼ା. ବାହାଡ଼ା ଅଅଁଳା —୧. The tree myrobalans.

୨. (ବୈଦ୍ୟକ) ଶୁଣ୍ଠି, ପିପ୍ପଳୀ ଓ ଗୋଲ ମରିଚ — ୨. Dry ginger, blackpepper and long pepper.