ଫଳତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଫଳ+ଯୁକ୍ତାର୍ଥେ. ଇତ) ସମ୍ପାଦନା

୧. ଫଳଯୁକ୍ତ; ଫଳ ପଳଥିବା; ଯେଉଁ ବୃକ୍ଷରେ ଫଳ ଧରେ — ୧. Bearing fruits; fruits-bearing.
୨. ସଫଳ —୨. Fruitful.
୩. ଫଳ ଘଟିଥିବା —୩. Fulfilled; successful.
୪. ଯଦ୍ଦ୍ୱାରା ଭବିଷ୍ୟତ କଥା ଗଣନା କରାଯାଏ — ୪. Helping interpret the future.
୫. ଜଡିତ — ୫. Involved.