ଫଲନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଫଲଣେଇ, ଫଳନା, ଫଲାନାଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ସର୍ବ (ଫାରାସୀ - ଫଲାଁ) ସମ୍ପାଦନା

ଅମୁକ — So and so.

ଅଲଣା ସିନା ସେ କାବ୍ୟ ନାହିଁ ଯହିଁ ଫଲଣାର ଉଟ୍ଟଙ୍କନ—ବିଜୁଳୀ

ବିଶେଷଣ - (ଆରବୀ - ଫଲାନ୍=ଯୋନି) ସମ୍ପାଦନା

୧. ଅମୁକ —୧. So and so.

ଯେବେ ଶୁଣିବେ ଫଲଣା ଜମିଦାର ହାତରେ ତେଗ୍ ଟଙ୍କା ଅଛି ତକ୍ଷଣେ ବୁଝିଯିବ ସେ ରୂପବାନ ଗୁଣବାନ୍ xxx ଫକୀରମୋହନ. ଛମାଣଆଠଗୁଣ୍ଠ

[ଦ୍ରଷ୍ଟବ୍ୟ —କୌଣସି ବ୍ୟକ୍ତିର ନାମ ଉଲ୍ଲେଖ କରା ନ ଯାଇ ଏହି ଶବ୍ଦ ବ୍ୟବହୃତ ହୁଏ ଅଦାତା ଓ କୃପଣ ବ୍ୟକ୍ତିଙ୍କ ନାମୋଚ୍ଚାରଣ କଲେ ଅମଙ୍ଗଳ ଘଟେ ବୋଲି କୌଣସି ଅଞ୍ଚଳର ପ୍ରସିଦ୍ଧ ଅଦାତାର ନାମ ଉଚ୍ଚାରଣ ନ କରି ଲୋକେ 'ଫଲଣା' ବାବୁ ବୋଲି କହିଲେ ସମସ୍ତେ ସେହି ବ୍ୟକ୍ତିକୁ ଠଉରାଇ ନିଅନ୍ତି]

୧. ଅପ୍ରକାଶ୍ୟ (ବିଷୟ) — ୧. Unmentionable (matter)
୨. ଜଘନ୍ୟ (କଥା) —୨. Dirty (matter).
୩. ଅଶ୍ଳୀଳ (ଶବ୍ଦ) —୩. Indecent (See)