ଫର ଫରୁଆ
ଫର ଫରୁଆ
ଉଚ୍ଚାରଣ
ସମ୍ପାଦନା(ଫରଫରୀ, ଫରଫରେଈ—ସ୍ତ୍ରୀ)
(ଫରଫରୀ, ଫର୍ଫରିଆ—ଅନ୍ୟରୂପ)
ଅନୁବାଦ
ସମ୍ପାଦନାଫର ଫରୁଆ
|
ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଫର୍ଫର=ଚପଳ)
ସମ୍ପାଦନା- ୧. ଫାଜିଲ୍ — ୧. Light-hearted; braggart.
- ୨. ଚପଳ, — ୨. Hasty; restles.
- ୩. ଖୁବ୍ ପତଳା; ଝିଲ୍ମିଲ୍ — ୩. Very thin; of delicate texture.