ଫର ଫରା
ଫର ଫରା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଫର ଫରା
|
ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ)
ସମ୍ପାଦନାସାମାନ୍ୟ ବର୍ଷା; ଲିଫି ଲିଫି — A light shower; drizzle.
ଆଠ ଦୁମୁକାଣି ଷୋଳ ଅସରା ବତିସି ଫରଫରା ଚଉଷଠି କୁଣ୍ଡାଝରା ତେବେ ଯାଇ ଚଷାର ପେଟ ହୁଏ ପୁରା କୃଷିବଚନ
ଫର ଫରା
|
ସାମାନ୍ୟ ବର୍ଷା; ଲିଫି ଲିଫି — A light shower; drizzle.
ଆଠ ଦୁମୁକାଣି ଷୋଳ ଅସରା ବତିସି ଫରଫରା ଚଉଷଠି କୁଣ୍ଡାଝରା ତେବେ ଯାଇ ଚଷାର ପେଟ ହୁଏ ପୁରା କୃଷିବଚନ