ଫର୍ର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - (ଧ୍ୱନ୍ୟନୁକରଣ)ଅ ସମ୍ପାଦନା

୧. ଚଢ଼େଇ ଉଡ଼ିଯିବାର ଶବ୍ଦ — ୧. The flapping sound of a bord flying in the air.

[ଦ୍ରଷ୍ଟବ୍ୟ —ଛୋଟ ଚଢ଼େଇ ଉଡ଼ିବାର ଶବ୍ଦକୁ ଫୁର୍ର୍ ବୋଲାଯାଏ ]

୨. ଲୁଗା ଚିରିବାର ଶବ୍ଦ —୨. The sound produced when a piece of cloth is torn up.