ଫର୍ମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଫ୍ରେମ୍; ଫର୍ମ୍) ସମ୍ପାଦନା

୧. ଛଞ୍ଚି — ୧. A mould.
୨. (ଇଂରାଜୀ - ଫ୍ରେମ୍) ଛବିର ଚାରିପାଖେ ଦିଆ ଯାଇଥିବା କାଠର ଧଡ଼ି —୨. The frame set round a picture.
୩. (ଛାପାଖାନା) ଛପା ହେବା ପାଇଁ ସଜ୍ଜତ ହୋଇଥିବା ଅକ୍ଷରର ଛାଞ୍ଚ — ୩. A form in printing.