ଫର୍ମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ) ସମ୍ପାଦନା

ନିର୍ଦ୍ଦିଷ୍ଟ ବିଷୟ ଲେଖାଯିବା ପାଇଁ ଘର କଟା ଯାଇଥିବା କାଗଜ; ଫାରମ — Form; tabulated form.

ପ୍ରାଦେଶିକ - (ଗଞ୍ଜାମ) ବୈଦେଶିକ - ବିଶେଷ୍ୟ - ସମ୍ପାଦନା

ସ୍କୁଲର ଶ୍ରେଣୀ ବା କ୍ଲାସ — Class in a school.