ଫର୍ଫରୀକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ସ୍ଫୁର୍ ଧାତୁ+ସଂଜ୍ଞାର୍ଥେ. ଈକ) ସମ୍ପାଦନା

୧. ଚପଟେ; ଚାପୁଡ଼ା —୧. Slap.
୨. ଗଛର ନୂତନ କୋମଳ ପତ୍ର — ୨. New tender leaves.
୩. ମିଷ୍ଟତା —୩. Sweetness.
୪. ମୃଦୁତା —୩. Mildness.