ଫର୍ଦଳିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଫର୍ଦ(ର୍ଦା)ଳେଈ—ସ୍ତ୍ରୀ] 

ପ୍ରାଦେଶିକ - (ଗଡ଼ଜାତ) ବିଶେଷଣ - ପୁଲିଙ୍ଗ - ସମ୍ପାଦନା

ଯେଉଁ ଲୋକ ଗୋଟାଏ କଥାକୁ ତୁହାଇ ତୁହାଇ ବାରମ୍ୱାର କହି ଲାଗେ —A person who repeats a matter several times.