ଫରେବି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଫରବ, ଫରେବ, ଫରେବୀଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (କଚିରିଆ) (ଆରବୀ - ଫରେବୀ) ସମ୍ପାଦନା

୧. ପ୍ରତାରଣାପୂର୍ଣ୍ଣ —୧. Deceitful.
୨. ତଞ୍ଚକତାପୂର୍ଣ୍ଣ — ୨. Fradulent.

ବିଶେଷ୍ୟ - ସମ୍ପାଦନା

୧. ତଞ୍ଚକତା —୧. Fraud.
୨. ଠକାମି; ପ୍ରତାରଣା — ୨. Deceit; trick; cheating.