ଫରି କଛା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ପାଇକଛା; ଫରି ଖେଳିବା ବେଳେ ଲୁଗାର ଓହଳି ଥିବା ଫେରକୁ କଛା ଆଡ଼େ ଖୋସି ପିନ୍ଧିବା —A mode of tucking up the front end of the lion cloth towards the back (like) sword-players.)