ଫରାସୀ
ଫରାସୀ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ଫରାସିସ୍—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷଣ - (ଇଂରାଜୀ - ଫ୍ରାନ୍ସ=ଦେଶବିଶେଷ; ଫାରାସୀ - ଫରାସୀସ୍ =ଫ୍ରାନ୍ସ ଦେଶ) ସମ୍ପାଦନା
ଫ୍ରାନ୍ସ ଦେଶୀୟ — French.
ଫରିସିସ୍ ଛିଟର ମିରଜେଇ ରାଧାନାଥ. ବିବେକୀ
ବୈଦେଶିକ - ବିଶେଷ୍ୟ - ସମ୍ପାଦନା
- ୧. ଫ୍ରାନ୍ସ ଦେଶ —୧. France.
- ୨. ଫ୍ରାନ୍ସ ଦେଶବାସୀ ବ୍ୟକ୍ତି —୨. Frenchman.