ଫରାସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - ସମ୍ପାଦନା

୧. (ଆରବୀ - ଉରଷ୍=ବିଛଣା) ଭୂଇଁରେ ବିଛାଯିବା ବଡ଼ ଆସନ; ସତରଞ୍ଜ —୧. A floor-mat.
୨. (ଆରବୀ - ଫର୍ରାସ୍) ଗୃହର ନୀଚ କର୍ମ କରିବା ଚାକର — ୨. Menial servant.
୩. (ଫାରାସୀ - ଫରାସୀସ୍; ଇଂରାଜୀ - ଫ୍ରାନ୍ସ) ଫ୍ରାନ୍ସ ଦେଶ ୩. France.