ଫରସ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ଫର୍ସ—ଅନ୍ୟରୂପ)

ଦେଶଜ - ବିଶେଷଣ - (ପରିଷ୍କାର)

ସମ୍ପାଦନା

ନିର୍ମଳ —Clean.

କରିବାରୁ ଅକରଷ ଚିତ୍ତ ଫରସ ଭଞ୍ଜ

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଓ ଆରବୀ - ଫର୍ଷ)

ସମ୍ପାଦନା

ବଇଠକଖାନାର ଚଟାଣରେ ପଡ଼ିଥିବା ସତରଞ୍ଜ ବା ଗାଲିଚା ଆଦି ଉପରେ ବିଛାଯାଇଥିବା ବଡ଼ ଚାଦର —Floor-cloth.