ଫରସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଫର୍ସ—ଅନ୍ୟରୂପ)

ଦେଶଜ - ବିଶେଷଣ - (ପରିଷ୍କାର) ସମ୍ପାଦନା

ନିର୍ମଳ —Clean.

କରିବାରୁ ଅକରଷ ଚିତ୍ତ ଫରସ ଭଞ୍ଜ

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଓ ଆରବୀ - ଫର୍ଷ) ସମ୍ପାଦନା

ବଇଠକଖାନାର ଚଟାଣରେ ପଡ଼ିଥିବା ସତରଞ୍ଜ ବା ଗାଲିଚା ଆଦି ଉପରେ ବିଛାଯାଇଥିବା ବଡ଼ ଚାଦର —Floor-cloth.