ଫରମାସ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଫରମାସିବା, ଫରମାସ ଦେବାଅନ୍ୟରୂପ

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ବରାଦ କରିବା; କୌଣସି ଦ୍ରବ୍ୟ ପାଇଁ ବିଶେଷ ଆଦେଶ ଦେବା — ୧. To order a special thing.
୨. ବିବେଚିତ କରିବା; ବିଚାର କରିବା —୨. To consider.

ରେ କିଶୋରୀ ! ଫରମାସ ମନେ ମନେ କବିସୂର୍ଯ୍ୟ. କିଶୋରୀଚମ୍ପୂଫ, ଗୀତ

୩. ଆଦେଶ କରିବା —୩. To order.