ଫରମାସି
ଫରମାସି
ଉଚ୍ଚାରଣ
ସମ୍ପାଦନାଫରମାଇସ(ସି), ଫରମାଏସ(ସି), ଫର୍ମାସ(ସି)ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ -(ଫାରାସୀ - ଫରମାଇସ୍)
ସମ୍ପାଦନା- ୧. ଆଦେଶ; ବରାଦ —୧. Order.
- ୨. ବିଶିଷ୍ଟ ପଦାର୍ଥ ତିଆରି କରିବା ବା ଯୋଗାଇବା ନିମନ୍ତେ ଆଦେଶ —୨. Special order for the supply of a thing.
ଟେକିଏ ଏ ସୁନ୍ଦର ଶ୍ରାମୁଖଟି ପରଘରବୁଡ଼ା ଫରମାସ କବିସୂର୍ଯ୍ୟ. କିଶୋରୀଚମ୍ପୂ ଟ. ଗୀତ
ଅନୁବାଦ
ସମ୍ପାଦନାବିଶେଷଣ -(ଫାରାସୀ - ଫର୍ମାଇଶୀ)
ସମ୍ପାଦନା- ୧. ଆଦେଶ ଅନୁସାରେ ପ୍ରସ୍ତୁତ ବା ଯୋଗା ହୋଇଥିବା —୧. Specially made or supplied to order.
- ୨. ଉତ୍କୃଷ୍ଟ —୨. Excellent.