ଫରମାସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଫରମାଇସ(ସି), ଫରମାଏସ(ସି), ଫର୍ମାସ(ସି)ଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ -(ଫାରାସୀ - ଫରମାଇସ୍) ସମ୍ପାଦନା

୧. ଆଦେଶ; ବରାଦ —୧. Order.
୨. ବିଶିଷ୍ଟ ପଦାର୍ଥ ତିଆରି କରିବା ବା ଯୋଗାଇବା ନିମନ୍ତେ ଆଦେଶ —୨. Special order for the supply of a thing.

ଟେକିଏ ଏ ସୁନ୍ଦର ଶ୍ରାମୁଖଟି ପରଘରବୁଡ଼ା ଫରମାସ କବିସୂର୍ଯ୍ୟ. କିଶୋରୀଚମ୍ପୂ ଟ. ଗୀତ

ଅନୁବାଦ ସମ୍ପାଦନା

ବିଶେଷଣ -(ଫାରାସୀ - ଫର୍ମାଇଶୀ) ସମ୍ପାଦନା

୧. ଆଦେଶ ଅନୁସାରେ ପ୍ରସ୍ତୁତ ବା ଯୋଗା ହୋଇଥିବା —୧. Specially made or supplied to order.
୨. ଉତ୍କୃଷ୍ଟ —୨. Excellent.