ଫରକ(ଟେ)ଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଫର୍କଟା(ଟେ)ଇବା—ଅନ୍ୟରୂପ]

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଦୁଇ ଶାଖାକୁ ବିସ୍ତୃତ କରି ଅନ୍ୟୋନ୍ୟଠାରୁ ଏକ ମୁଣ୍ଡରେ ପୃଥକ୍ କରାଇବା —୧. To cause to diverge ferom one another.
୨. ବିସ୍ତାର କରିବା; ମେଲା କରିବା — ୨. To open; to spread open.
୩. ଫାଙ୍କ ଫାଙ୍କ କରିବା —୩. To separate.