ଫରକଟା ଗୋଡ଼
(ଫର୍କାଟା ଗୋଡ଼ିଆ—ଅନ୍ୟରୂପ)
(ଫରକଟୂ ଗୋଡ଼ୀ; ଫରକଟୀ ଗୋଡ଼େଈ, ଫରକଟେଇ ଗୋଡ଼ୀ, ଫର୍କଟୀ ଗୋଡ଼ୀ, ଫର୍କଟୀ ଗୋଡ଼େଇ, ଫର୍କଟେଇ ଗୋଡ଼ୀ—ସ୍ତ୍ରୀ)
ଯେଉଁ ବ୍ୟକ୍ତିର ଗୋଡ଼ ଦୁଇଟା ଫରକଟା ହୋଇଥାଏ —Having one's legs diverging from each other; bandy-legged.