ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଫରକଟାଇବା
ଭାଷା
ଦେଖିବେ
ସମ୍ପାଦନା
ଫରକଟାଇବା
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - କ୍ରିୟାପଦ -
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Pharakaṭāibā
ଆଇ.ପି.ଏ.
— pʰˈʌɾʌkˌʌʈaˌiba
[ଫର୍କଟା(ଟେ)ଇବା—ଅନ୍ୟରୂପ]
ଅନୁବାଦ
ସମ୍ପାଦନା
ଫରକଟାଇବା
ବଙ୍ଗାଳୀ:
ফর্কান
ହିନ୍ଦୀ:
छतराना
,
फैलाना
ଦେଶଜ - କ୍ରିୟାପଦ -
ସମ୍ପାଦନା
୧. ଦୁଇ ଶାଖାକୁ ବିସ୍ତୃତ କରି ଅନ୍ୟୋନ୍ୟଠାରୁ ଏକ ମୁଣ୍ଡରେ ପୃଥକ୍ କରାଇବା —୧. To cause to diverge ferom one another.
୨. ବିସ୍ତାର କରିବା; ମେଲା କରିବା — ୨. To open; to spread open.
୩. ଫାଙ୍କ ଫାଙ୍କ କରିବା —୩. To separate.