ଫରକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଫର୍କ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ଫର୍କ) ସମ୍ପାଦନା

୧. ଦୂରତ୍ୱ — ୧. Distance; interval.
୨. ବିଭିନ୍ନତା; ପାର୍ଥକ୍ୟ, ପ୍ରଭେଦ — ୨. Difference; discrepancy.

ବିଶେଷଣ - ସମ୍ପାଦନା

୧. ବିଭିନ୍ନ — ୧. Different; discrepant.
୨. ଅଲଗା; ପୃଥକ୍ —୨. Separate; distinct.
୩. ଦୂର —୩. Distinct.