ଫପସା
ଫପସା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - —(ସଂସ୍କୃତ - ସ୍ଫାୟ ଧାତୁ= ଫୁଲିବା)
ସମ୍ପାଦନା- ୧. ବଳରହିତ ଓ ସ୍ଥୂଳକାୟ —Corpulent and weak.
- ୨. ପୋଲା (ମାଟି); ଯହିଁରେ କୌଣସି ହତିଆର ମାଇଲେ ତାହା ଭିତରକୁ ପଶିଯାଏ; ଶୂନ୍ୟଗର୍ଭ — ୨. Porous (earth); hollow.
ଦେଶଜ - ବିଶେଷ୍ୟ -(ସଂସ୍କୃତ -ପୁପ୍ ଫୁସ)
ସମ୍ପାଦନାଫୁସଫୁସ ଯନ୍ତ୍ର Lungs.