ଫପସା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - —(ସଂସ୍କୃତ - ସ୍ଫାୟ ଧାତୁ= ଫୁଲିବା) ସମ୍ପାଦନା

୧. ବଳରହିତ ଓ ସ୍ଥୂଳକାୟ —Corpulent and weak.
୨. ପୋଲା (ମାଟି); ଯହିଁରେ କୌଣସି ହତିଆର ମାଇଲେ ତାହା ଭିତରକୁ ପଶିଯାଏ; ଶୂନ୍ୟଗର୍ଭ — ୨. Porous (earth); hollow.

ଦେଶଜ - ବିଶେଷ୍ୟ -(ସଂସ୍କୃତ -ପୁପ୍ ଫୁସ) ସମ୍ପାଦନା

ଫୁସଫୁସ ଯନ୍ତ୍ର Lungs.