ଫନ୍ଦେଇବା
ଫନ୍ଦେଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି.
ସମ୍ପାଦନା- ୧. ସଂଯୁକ୍ତ କରିବା — ୧. To join together.
- ୨. ନିୟୋଜିତ କରିବା — ୧. To engage.
- ୩. ଫାନ୍ଦି କରି କଥା କହିବା; କଥାକୁ ଯୋଡ଼ାଯୋଡ଼ିକରି ବିଶ୍ୱାସଯୋଗ୍ୟ କରି କହିବା —୩. To speak a matter in such manner that it will be believed or it will seem probable.
- ୪. ମଙ୍ଗାଇବା —୪. To make one agree to.
ଫେଇ ଦିଅନ୍ତି କଣ୍ଠୁ ଏ ମଣି ହାର ଫନ୍ଦାଇ ପାରିବ କି କବି ମିହିର କବିସୂର୍ଯ୍ୟ. ରତ୍ନାକର ଚମ୍ପୂ
- ୫. ଭୁଲାଇବା —୫. To inveigle.
ଫନ୍ଦାଇ ନାନା ବିନୟେ କହି ହନ୍ତେ ତୃଣ ଧରିବାର ଗଲା କବିସୂର୍ଯ୍ୟ. କିଶୋରୀଚମ୍ପୁ. ଫ. ଗୀତ