ଫନ୍ଦ
ଫନ୍ଦ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଆରବୀ - ଫନ୍= କୁଟ କୌଶଳ; ସଂସ୍କୃତ - ବନ୍ଧନ)
ସମ୍ପାଦନା- ୧. ଫାନ୍ଦ; ଜାଲ —୧. Snare; net.
- ୨. କୌଶଳ; ଚାତୁରୀ; କୂଟ; କୌଶଳ — ୨. Cunning; artifice; stratagem.
- ୩. ଉପାୟ —୩. Means.
- ୪. ଜୀବିକା —୪. Livelihood.
ଦେଶଜ - ବିଶେଷ୍ୟ -
ସମ୍ପାଦନାପାତ୍ରର ବା କୂପର ଚଉଡ଼ା ଧାର — The broad rim or edge of a cup or well.