ଫତ୍ତେ
ଫତ୍ତେ
ଉଚ୍ଚାରଣ
ସମ୍ପାଦନା(ଯଥା— ଗଡ଼ ଫତେ କରିବା)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା=== ବୈଦେଶିକ - ବି(ଆରବୀ - ଫତହ, ଫତେ= ବିଜୟ; କାର୍ଯ୍ୟ ସିଦ୍ଧି)
- ୧. ଜୟଲାଭ —୧. Victory; conquest.
- ୨. କାର୍ଯ୍ୟ ଲାଭ; କୃତକାର୍ଯ୍ୟତା —୨. Success.
x x ତୁ ଯେପରି ହ ତ ଦେଲୁ କାମ ଫତେ ଫକୀର ମୋହନ. ଛ ମାଣ ଆଠଗୁଣ୍ଠ.
- ୩. କାର୍ଯ୍ୟସମାଧା —୩. Accomplished.
ବିଶେଷଣ -
ସମ୍ପାଦନା- ୧. ସୁସମାହିତ. ସୁସମ୍ପନ୍ନ —୧. Accomplished.
ବାମଦେବ ପରିପନ୍ଥି ରମଣୀୟୀକାମ ନୋହିଛିକି ଆହୁରି ଫତେ କବିସୂର୍ଯ୍ୟ. ସଙ୍ଗୀତ.
- ୨. ଜୟୀ —୨. Voctorious.
- ୩. କୃତକାର୍ଯ୍ୟ —୩. Successful.
ପ୍ରାଦେଶିକ -(ଗଡ଼ଜାତ) ବିଶେଷ୍ୟ -
ସମ୍ପାଦନାବୀର କ୍ଷତ୍ତ୍ରିୟମାନଙ୍କୁ ଦିଆ ଯିବା ଉପାଧି —A title given to valorous khatriyas.