ଫତେ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ମନୋବାଞ୍ଚା) ସିଦ୍ଧହେବା — ୧. (one's wish) To be fulfilled.
୨. (ମକଦମା) ଡ଼ିଗ୍ରୀ ହେବା — ୨. (a case) To be decreed.

x x x x ତା ମାମଲା ଫତେ ହେଉ ଫକୀରମୋହନ. ଗଳ୍ପସ୍ୱଳ୍ପ

୩. ବିଜୀତ ହେବା —୩. To be won or conquered.

(ଯଥା— ଗଡ଼ ଫତେ ହେବା)

୪. ସୁମ୍ପନ୍ନ ହେବା —୪. To be accomplished.

(ଯଥା—କାମ ଫତେ ହେବା)